ଋଷ୍ୟଶୃଙ୍ଗ Ṛushyaṡṛuṅga
- ସଂ. ବି. (ବହୁବ୍ରୀହି; ଋଷ୍ୟ= ମୃଗ+ଶୃଙ୍ଗ=ଶିଙ୍ଘ=ମୃଗର ଶିଙ୍ଘ ଭଳି ଯାହାଙ୍କର ଶିଙ୍ଘ ଥିଲା) — ବିଭାଣ୍ଡକ ମୁନି ପୁତ୍ର ମୁନିବିଶେଷ — A sage who could bring about rain by his austerities
- ସଂ. ବି. (ବହୁବ୍ରୀହି; ଋଷ୍ୟ= ମୃଗ+ଶୃଙ୍ଗ=ଶିଙ୍ଘ=ମୃଗର ଶିଙ୍ଘ ଭଳି ଯାହାଙ୍କର ଶିଙ୍ଘ ଥିଲା) — [ଦ୍ର—ଋଷ୍ୟଶୃଙ୍ଗ କଶ୍ୟପପୁତ୍ର ବିଭାଣ୍ଡକ ମୁନିଙ୍କ ଔରସରେ ଦ୍ବାଦଶାଦିତ୍ୟ ମଧ୍ୟରୁ ଏକତମ ଭଗଙ୍କ କନ୍ୟା ମୃଗ ରୃପିଣୀ ସ୍ବର୍ଣ୍ଣ— ମୁଖୀଙ୍କ ଗର୍ଭରୁ ଜନ୍ମିଥିଲା। ଏ ପିଲାଦିନୁ ପିତାଙ୍କ କୌଶିକୀ ନଦୀ— ତୀରସ୍ଥ ଆଶ୍ରମରେ ବଢ଼ି ପିତାଙ୍କ ଛଡ଼ା ଆଉ କୌଣସି ମନୁଷ୍ୟକୁ ଦେଖି ନ ଥିଲେ। ଅଙ୍ଗ ଦେଶରେ 12 ବର୍ଷ ବର୍ଷା ନ ହେବାରୁ ବ୍ରାହ୍ମଣମାନଙ୍କ ପରାମର୍ଷରେ ରାଜା ଲୋମପାଦ ଏହାକୁ ଅଣାଇବାରୁ ସେ ରାଜ୍ଯରେ ଇନ୍ଦ୍ର ବୃଷ୍ଟି କଲେ। ରାଜା ଦଶରଥ ତାଙ୍କ କନ୍ୟା ଶାନ୍ତାଙ୍କୁ ରାଜା ଲୋମପାଦଙ୍କୁ ପାଳିବାକୁ ଦେଇ ଥିଲେ। ଲୋମ— ପାଦ ଉକ୍ତ କନ୍ଯାକୁ ଋଷ୍ୟଶୃଙ୍ଗକୁ ଦାନ କଲେ। ଅପୁତ୍ରକ ଦଶରଥଙ୍କ ପୁତ୍ରେଷ୍ଠି ଯଜ୍ଞରେ ଦଶରଥଙ୍କ ଆମନ୍ତ୍ରଣ କ୍ରମେ ଋଷିଶୃଙ୍ଗ ଉପସ୍ଥିତ ହେଲେ ଓ ଏହାଙ୍କ ଆଶୀର୍ବାଦ ଫଳରେ ଯଜ୍ଞଚରୁ ଭକ୍ଷଣ କରି ଦଶରଥଙ୍କର ତିନି ରାଣୀ ଚାରି ପୁତ୍ର ଜନ୍ମ କଲେ।]
- ସଂ. ବିଣ. ପୁଂ — ହରିଣ ପରି ଶୃଙ୍ଘବିଶିଷ୍ଟ — Having horns like an antilope