ଋଷ୍ୟମୂକ Ṛushyamūka

  • ସଂ. ବି. (ବହୁବ୍ରୀହି; ଋଷ୍ୟ=ମୃଗ+ମୂକ=ନୀରବ; ନିର୍ଜନତା ଯୋଗୁ ଯେଉଁଠାରେ ମୃଗମାନେ ଭୟଶୂନ୍ୟ ହୋଇ ଓ ନୀରବ ହୋଇ ଚରୁଥାନ୍ତି) — ଦକ୍ଷିଣ ଦେଶସ୍ଥ ପର୍ବତବିଶେଷ (ଏଠାରେ ସୁଗ୍ରୀବଙ୍କ ସହିତ ରାମଚନ୍ଦ୍ର ଦିନାକେତେ ଅଧିଷ୍ଠାନ କରିଥିଲେ ଓ ସୁଗ୍ରୀବ ବାଳିର ଭୟରେ ଏହିଠାରେ ଯାଇ ଲୁଚିଥିଲେ। କାରଣ ସେ ପର୍ବତକୁ ଅଭିଶାପ ଫଳରେ ବାଳୀ ଯାଇ ପାରୁ ନ ଥିଲା) — A mountain in southern india where Rama lived for some time with Sugrība