ଋଷ୍ଟ Ṛushṭa

  • ସଂ. ବି. (ଋଷି ଧାତୁ=ଯିବା+ତ) — ଶ୍ବେତ ବିନ୍ଦୁରେ ଚିତ୍ରିତ ହରିଣ — White spotted deer or antilope
  • ବିଣ — ଅଶୁଭଦାୟକ — Ominous; portentious