ଋଷିରେଖା Ṛushirekhā

  • ସଂ. ବି. (ଜ୍ଯୋତିଷପରିଭାଷା) — ବିଷୁବରେଖାଠାରୁ ମେରୁବିନ୍ଦୁ ଓ ଅୟନାନ୍ତ ରେଖାର ମଧ୍ୟ ଦେଇ ଯାଇଥିବା କଳ୍ପିତ ରେଖା — (astronomy) An imaginary line passing from the equator to the poles and cutting the elleptic