ଋଷିକନ୍ଦ Ṛushikanda

  • ଦେ. ବି. (ସଂ. ଋଷି+କନ୍ଦ; ଋଷିମାନଙ୍କଦ୍ବାରା ବ୍ୟବହୃତ ମୂଳ) — ଏକ ପ୍ରକାର ବଣ ଆଳୁ; କରବା ଆଳୁ — Cassava