ଋତୁସ୍ନାତା Ṛutusnātā

  • ସଂ. ବିଣ. ସ୍ତ୍ରୀ (ଋତୁ+ସ୍ନାତ+ସ୍ତ୍ରୀ. ଆ) — ଋତୁମତୀ ହେବାର ଚତୁର୍ଥ ଦିନରେ ଗାଧୋଇ ଶୁଦ୍ଧା ହୋଇଥିବା (ସ୍ତ୍ରୀ) — (a woman) who had her bath on the fourth day of the appearance of her menses