ଋତୁସଂହାର Ṛutusaṁhāra

  • ସଂ. ବି. (ନାମ) — କାଳିଦାସଙ୍କର ଷଡ଼ଋତୁ ବର୍ଣ୍ଣନାତ୍ମକ ସଂସ୍କୃତ କାବ୍ଯ — A sanscrit poem of six cantos Kāḻidāsa describing the six seasons
  • ସଂ. ବି. (ନାମ) — [ଦ୍ର—ଏହି ସଂସ୍କୃତ କାବ୍ଯକୁ ଅଧୁନା ସୋନପୁରର ମହାରାଜା ବୀରମିତ୍ରୋଦୟ ସିଂହଦେଓ ଓଡ଼ିଆରେ ଅନୁବାଦ କରିଅଛନ୍ତି ଏବଂ ପ୍ରତ୍ୟେକ ଋତୁର କାଳ୍ପନିକ ଚିତ୍ର ସହ ପ୍ରକାଶ କରିଅଛନ୍ତି।]