ଋଣସଙ୍କଟ Ṛuṇasaṅkaṭa

  • ସଂ. ବି. (ରୂପକ; ଋଣ+ସଙ୍କଟ) — ଋଣରେ ବୁଡ଼ିବା ଅବସ୍ଥା — Indebtedness
  • ସଂ. ବି. (ରୂପକ; ଋଣ+ସଙ୍କଟ) — ଯୋତ୍ରହୀନତା; ଋଣ ସୁଝି ନ ପାରିବା ଅବସ୍ଥା; ଦେବାଲିଆ ଅବସ୍ଥା — Insolvency