ଋକ୍ଥଗ୍ରାହୀ Ṛukthagrāhī

  • ସଂ. ବିଣ. ପୁଂ. (ଋକ୍ଥ=ଧନ+ଗ୍ରହ ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଇନ୍ 1 ମା. 1 ବ.) — ଉତ୍ତରାଧିକାରୀ; ମୃତବ୍ୟକ୍ତିର ସମ୍ପତ୍ତିକୁ ଗ୍ରହଣକାରୀ — Succeeding to the property of a deceased