ଊଷାମହୁଡ଼ Ūshāmahuṟḍ̠a

  • ଦେ. ବି. ( 6 ଷ୍ଠୀ ତତ୍; ଊଷା ବା ପ୍ରଭାତର ମହୁଡ଼ ବା ମସ୍ତକପରି) — ସୂର୍ଯ୍ୟ — The sun
  • ଦେ. ବି. ( 6 ଷ୍ଠୀ ତତ୍; ଊଷା ବା ପ୍ରଭାତର ମହୁଡ଼ ବା ମସ୍ତକପରି) — ମହୋଦଧି ଊର୍ମି ଭେଦି ଅବିଳମ୍ବେ ଦିଶିବ ଊଷାମହୁଡ଼— ରାଧାନାଥ. ପାର୍ବତୀ।