ଊର୍ଦ୍ଧ୍ବାମ୍ନାୟ Ūrddhwāmnāya

  • ସଂ. ବି. (ଊର୍ଦ୍ଧ୍ବ=ଉପରିସ୍ଥ+ଆମ୍ନାୟ=ପାଠକ୍ରମ) — ସଂହିତାବିଶେଷ; ଏଥିରେ ଗୁରୁଭକ୍ତି, କୃଷ୍ଣପୂଜା ଇତ୍ୟାଦି ବର୍ଣ୍ଣିତ ହୋଇଅଛି — Name of a Saṁhitā book