ଊର୍ଦ୍ଧ୍ବରେତ Ūrddhwareta

  • ଦେ. ବିଣ. (ସଂ. ଊର୍ଦ୍ଧ୍ବରେତସ୍) — ଊର୍ଦ୍ଧ୍ବରେତସ୍ (ଦେଖ) — Ūrddhwaretas (See)
  • ଦେ. ବିଣ. (ସଂ. ଊର୍ଦ୍ଧ୍ବରେତସ୍) — ଜିତବଚନ ଊର୍ଦ୍ଧ୍ବରେତ. ଜିତସମୀର ଶାନ୍ତଦାନ୍ତ। ଜଗନ୍ନାଥ. ଭାଗବତ।