ଊର୍ଦ୍ଧ୍ବପୁଣ୍ଡ୍ର Ūrddhwapuṇḍra

  • ସଂ. ବି. (ମଧ୍ୟପଦଲୋପୀ; ଊର୍ଦ୍ଧ୍ବ=ଉପରକୁ ଅଙ୍କିତ+ ପୁଣ୍ଡ୍ର=ତିଳକ) — ଊର୍ଦ୍ଧ୍ବମୁଖ ତିଳକ; ଠିଆଚିତା — An erect mark on the forehead with sandal paste