ଊର୍ଦ୍ଧ୍ବତଳ Ūrddhwataḻa

  • ସଂ. ବି. (ମଧ୍ୟପଦଲୋପୀ; ଊର୍ଦ୍ଧ୍ବରେ ଅବସ୍ଥିତ ତଳ) — କୋଠାର ଉପରମହଲା — Upper storey
  • ସଂ. ବି. (ମଧ୍ୟପଦଲୋପୀ; ଊର୍ଦ୍ଧ୍ବରେ ଅବସ୍ଥିତ ତଳ) — ଉଚ୍ଚତର ସ୍ତର — Higher plane; higher level