ଊର୍ଦ୍ଧ୍ବଗ Ūrddhwaga

  • ସଂ. ବିଣ. (ଊର୍ଦ୍ଧ୍ବ=ଉପରକୁ+ଗମ୍ ଧାତୁ=ଯିବା+ଅ) — ଉପରକୁ ଉଠୁଥିବା; ଚହଟୁଥିବା — Ascending; rising upwards
  • ବି. — ଉର୍ଦ୍ଧ୍ବଗଶ୍ଲେଷ୍ମ (ଦେଖ) — Ūrddhwagaṡḻeshma (See)