ଊର୍ଦ୍ଧ୍ବକାୟ Ūddhwakāya

  • ସଂ. ବି. (ଊର୍ଦ୍ଧ୍ବ=ଉପରିସ୍ଥ+କାୟା=ଅଂଶ; ଶରୀର+ ଅ) — ପୂର୍ବକାୟ; ଶରୀରର ଉର୍ଦ୍ଧ୍ବ ଭାଗ — The upper half of the body