ଊର୍ଦ୍ଦ୍ବଗାମୀ Ūrddhwagāmī

  • ସଂ. ବିଣ. ପୁଂ. (ଉର୍ଦ୍ଧ୍ବ+ଗମ ଧାତୁ+ଇନ. 1 ମା 1 ବ.) — ଉପରକୁ ଉଠୁଥିବା; ଉପରକୁ ଗତି କରୁଥିବା — Ascending; going upwards; shooting upwards
  • ସଂ. ବିଣ. ପୁଂ. (ଉର୍ଦ୍ଧ୍ବ+ଗମ ଧାତୁ+ଇନ. 1 ମା 1 ବ.) — (ହିନ୍ଦୁଆଇନ) — ମୃତବ୍ୟକ୍ତିର ଉପର ପୁରୁଷର ଉତ୍ତରାଧିକାରିମାନଙ୍କୁ ପ୍ରାପ୍ତ ହେବା (ସମ୍ପତ୍ତି)— . (Hindu Law) Reverting to an heir of a deceased in the ascending line (said of property)