ଊର୍ଦ୍ଦ୍ବଗଲଘୁକରଣ Ūrddhwaga laghukaraṇa

  • ସଂ. ବି — (ଗଣିତ) ଅଳ୍ପମୂଲ୍ୟର ସଂଖ୍ଯାକୁ ବହୁ ମୂଲ୍ୟର ସଂଖ୍ଯାରେ ପରିବର୍ତ୍ତନ — (Arithmetic) Reduction to a higher denomination
  • ସଂ. ବି — (ଯଥା— ସେରକୁ ମହଣରେ, ପାହୁଲାଙ୍କୁ ଟଙ୍କାରେ ପରିଣତ କରିବା)