ଊନଚାଳିଶ Ūnachāḻiṡa

  • ଦେ. ବି ଓ ବିଣ — ଅଣଚାଳିଶ — The number thirty-nine
  • ଦେ. ବି ଓ ବିଣ — ଉନଚାଳିଶେ ଗୁଣ ବୃଦ୍ଧ। ଭକ୍ତର ଅଟନ୍ତି ସୁହୃଦ— ପ୍ରାଚୀ ପୂର୍ଣ୍ଣତମଚନ୍ଦ୍ରୋଦୟ।