ଉଡ଼ାବୁଡ଼ା Uṟḍ̠ābuṟḍ̠a

  • ଦେ. ବିଣ — ଦୁଷ୍ଟ; ହିତାହିତଚେତନାଶୂନ୍ୟ; ଯେ ଉଡ଼ିବୁଡ଼ି ପରର ଅନିଷ୍ଟ କରେ — Wicked; wanton; unconscientious; bent on injuring others
  • ଦେ. ବିଣ — ଅପବ୍ୟୟୀ — Extravagant
  • ଦେ. ବିଣ — . ଯେଉଁ ବ୍ୟକ୍ତି ପର ନାମରେ ଉଡ଼ାଇ କରି ଓ ପରକୁ ବୁଡ଼ାଇ କରି ଦୁର୍ନାମ କରେ — Libellous; scandal mongering; defaming
  • ଦେ. ବିଣ — ଅନ୍ୟକୁ ହଟହଟା କରୁଥିବା
  • ଦେ. ବିଣ — ଅସ୍ଥିର; ଅଥୟ — Restless
  • ଦେ.ବି — ଉଡ଼ିବା ଓ ବୁଡ଼ିବା — Flaying and diving