ଉଡ଼ାଇ ଦେବା Uṟḍ̠āi debā
- ଦେ. କ୍ରି — ପକ୍ଷୀମନଙ୍କୁ ପିଞ୍ଜରା ବା ଶିକୁଳିରୁ ଫିଟାଇ ଦେବା; ଛାଡ଼ିଦେବା — To liberate (birds)
- ଦେ. କ୍ରି — ଅଦୃଶ୍ୟ ବା ଲୋପ କରାଇବା — To cause to disappear
- ଦେ. କ୍ରି — (ମକଦ୍ଦମା ବା ଅପରାଧକୁ) ଅପ୍ରମାଣିତ କରିବା — To disprove a case or charge
- ଦେ. କ୍ରି — ତାଳି ମାରିବା ବା ହୁରୁଡ଼ାଇବା ଦ୍ୱାରା ପକ୍ଷୀ ଉଡ଼ି ଯିବାର ଉପାୟ କରିବା — To cause a bird to fly away (by means of clapping or scaring away)
- ଦେ. କ୍ରି — ଭୁରୁଡ଼ାଇ ଦେବା; କର୍ଣ୍ଣପାତ ନ କରିବା — To evade hearing.(ଯଥା —ହସି ହସି କଥାଟାକୁ ଉଡ଼ାଇ ଦେଲା)
- ଦେ. କ୍ରି — (ଯଥା —ହସି ହସି କଥାଟାକୁ ଉଡ଼ାଇ ଦେଲା।)
- ଦେ. କ୍ରି — ମିଥ୍ୟା, ଅକିଞ୍ଚିତ୍ କର ବା ହାସ୍ୟାସ୍ପଦ ବୋଲି ଘୋଷଣା ବା ପ୍ରତିପନ୍ନ କରିବା — To make one a laughing stock of others; to declare one not worth belief
- ଦେ. କ୍ରି — ମତେ ସେହି କାଳେ ଉଡ଼ାଇ ଦେଲେ ହସି। —ସାରଳା ମହାଭାରତ।
- ଦେ. କ୍ରି — ଅପବ୍ୟୟ କରିବା — To squander