ଉହାଡ଼ିବା Uhāṟḍ̠ibā
- ଦେ. କ୍ରି. (ସଂ. ଆବରଣ) — ଆଡ଼ କରିବା (ଦେଖ) — Āṟḍ̠akaribā (See)
- ଦେ. କ୍ରି. (ସଂ. ଆବରଣ) — ଆଡ଼ କରିବା — To bring to one side; to bend to one side
- ଦେ. କ୍ରି. (ସଂ. ଆବରଣ) — କଡ଼ବାଗରେ ଧରିବା — To hold sideways
- ଦେ. କ୍ରି. (ସଂ. ଆବରଣ) — ଘୋଡ଼ାଇବା; ଢାଙ୍କିବ; ଆଚ୍ଛନ୍ନ କରିବା — To cover; to overshadow
- ଦେ. କ୍ରି. (ସଂ. ଆବରଣ) — ପୃଷ୍ଠ ପରେ କୃଷ୍ଣରାଣୀ ଚାହୁଁଥିଲେ ପକ୍ଷୀ ଉହାଡ଼ିଲା ଦୃଷ୍ଟିକି। —ପ୍ରାଚୀ, ରହସ୍ୟମଞ୍ଜରୀ।
- ଦେ. କ୍ରି. (ସଂ. ଆବରଣ) — ଆଶ୍ରୟ ଦେବା — To give shelter; to protect
- ଦେ. କ୍ରି. (ସଂ. ଆବରଣ) — କାଢ଼ିନେବା; ଦୂର କରିବା — To remove
- ଦେ. କ୍ରି. (ସଂ. ଆବରଣ) — ବ୍ରହ୍ମାଙ୍କୁ କୃଷ୍ଣ ଦୂର କଲେ, ମାୟାପଟଳ ଉହାଡ଼ିଲେ। ଭାଗବତ . 10 ମ. ଗୋପ। — ବ୍ରହ୍ମାଙ୍କୁ କୃଷ୍ଣ ଦୂର କଲେ, ମାୟାପଟଳ ଉହାଡ଼ିଲେ ଭାଗବତ .10ମ. ଗୋପ
- ଦେ. କ୍ରି. (ସଂ. ଆବରଣ) — ଶସ୍ତ୍ରାଦିର ଆଘାତରୁ କୌଣସି ବ୍ୟକ୍ତିକୁ ରକ୍ଷା କରିବା ପାଇଁ ଢାଲ ବା ଚକ୍ରଆଦି ଦେଖାଇବା; ଆଡ଼ିବା — To hold a shield over a person to ward off a blow