ଉହା ମାରିବା
- ଦେ. କ୍ରି — କମ୍ପ ଜ୍ୱରରେ ନାକପୁଡ଼ା ମଧ୍ୟରେ ଉଠିଥିବା ରକ୍ତସ୍ଫୋଟକକୁ କିଆ କଣ୍ଟା ବା ଅନ୍ଯ ସୂକ୍ଷ୍ମ କଣ୍ଟା— ଦ୍ୱାରା ଫୋଡ଼ି ତହିଁରୁ ରକ୍ତମୋକ୍ଷଣ କରାଇବା; 2 । ପାଲିସ୍ କରିବା ପାଇଁ ଧାତୁ ଓ କାଠ ଜିନିଷ ଉପରେ ଉହା ଘଷିବା। — କମ୍ପ ଜ୍ୱରରେ ନାକପୁଡ଼ା ମଧ୍ୟରେ ଉଠିଥିବା ରକ୍ତସ୍ଫୋଟକକୁ କିଆ କଣ୍ଟା ବା ଅନ୍ଯ ସୂକ୍ଷ୍ମ କଣ୍ଟା— ଦ୍ୱାରା ଫୋଡ଼ି ତହିଁରୁ ରକ୍ତମୋକ୍ଷଣ କରାଇବା;2 ପାଲିସ୍ କରିବା ପାଇଁ ଧାତୁ ଓ କାଠ ଜିନିଷ ଉପରେ ଉହା ଘଷିବା