ଉଷ Usha

  • ସଂ. ବି. (ଉଷ ଧାତୁ=ଦାହ କରିବା+ଅ) — ପ୍ରତ୍ୟୁଷ; ପ୍ରଭାତ — Early morning; dawn
  • ସଂ. ବି. (ଉଷ ଧାତୁ=ଦାହ କରିବା+ଅ) — କାମୂକ; କାମୀ ବ୍ୟକ୍ତି — A voluptuary; lacher
  • ସଂ. ବି. (ଉଷ ଧାତୁ=ଦାହ କରିବା+ଅ) — ଖାରି ମୃର୍ତ୍ତିକା, ଖାରି ମାଟି; ସାଜି ମାଟି — Calcined soil; natron
  • ସଂ. ବି. (ଉଷ ଧାତୁ=ଦାହ କରିବା+ଅ) — ଗୁଗ୍ଗୁଳ — Bdellium
  • ଗ୍ରା. ବି. (ସଂ. ଔଷଧ) — ଔଷଧ; ଓଷୁଅ — Medicine