ଉଷ୍ମବର୍ଣ୍ଣ Ushmabarṇṇa

  • ସଂ. ବି. (ବ୍ୟାକରଣ) (ମଧ୍ୟପଦଲୋପୀ) — ଯେଉଁ ବର୍ଣ୍ଣମାନ ଉଚ୍ଚାରଣ କରିବା ବେଳେ ନିଶ୍ୱାସ ଲାଗେ (ଯଥା —ଶ, ଷ, ସ, ହ)