ଉଷ୍ଣାଂଶୁ Ushṇāṃṣu

  • ସଂ. ବି. (ବହୁବ୍ରୀହି; ଉଷ୍ଣ+ଅଂଶୁ) — ସୂର୍ଯ୍ୟ — The sun
  • ସଂ. ବି. (ବହୁବ୍ରୀହି; ଉଷ୍ଣ+ଅଂଶୁ) — ଅର୍କଗଛ — A plant