ଉଷୁମା Ushumā
- ଦେ. ବିଣ — ଉଷ୍ଣ ବା ତପ୍ତ ହୋଇଥିବା
- ଦେ. ବିଣ — ବି— 1 । ଉଷ୍ଣ ବା ତାପିତ କରିବାର କ୍ରିୟା — ବି—1 ଉଷ୍ଣ ବା ତାପିତ କରିବାର କ୍ରିୟା
- ଦେ. ବିଣ — (ଲକ୍ଷଣାର୍ଥ) ଉତ୍ସାହ; ଉଦ୍ବେଗ; ଉତ୍ତେଜନା — Eagerness; excitement
- ଦେ. ବିଣ — ମତିରୁ ସେହୁ ଯୁଦ୍ଧ ଉଷୁମା ଛାଡ଼ିଲା —କୃଷ୍ଣସିଂହ ମହାଭାରତ, ବନ।