ଉଷାରମଣ Ushātamaṇa

  • ସଂ. ବି. ( 6 ଷ୍ଠୀ ତତ୍; ଉଷା+ରମଣ; ଉଷାର ସ୍ୱାମୀ) — ଶ୍ରୀକୃଷ୍ଣଙ୍କ ନାତି; କାମଦେବଙ୍କ ପୁତ୍ର; ଅନିରୁଦ୍ଧ