ଉଷୁମ Ushuma

  • ଦେ. ବିଣ. (ସଂ. ଉଷ୍ଣ) — ଉଷ୍ଣ; ତପ୍ତ — Warm; hot
  • ଦେ. ବିଣ. (ସଂ. ଉଷ୍ଣ) — ଈଷଦୁଷ୍ଣ — Lukewarm
  • ଦେ. ବିଣ. (ସଂ. ଉଷ୍ଣ) — ବି—
  • ଦେ. ବିଣ. (ସଂ. ଉଷ୍ଣ) — ଉଷ୍ଣତା; ତାତି — Warmth; heat
  • ଦେ. ବିଣ. (ସଂ. ଉଷ୍ଣ) — ଗୋରୁ ଓ ବଳଦଙ୍କ ଖାଇବା ନିମନ୍ତେ ପ୍ରସ୍ତୁତ ଉଷ୍ଣ ପାନୀୟ — Warm drink prepared for cattle