ଉଶ୍ୱାସ କରିବା Uṡwāsa karibā
- ଦେ. କ୍ରି. — କମାଇବା — To lessen
- ଦେ. କ୍ରି. — କରିବା ଉଶ୍ୱାସ ମହୀଭାଗ ଅନେକ। —ଦିନକୃଷ୍ଣ, ରସକଲ୍ଲୋଳ।
- ଦେ. କ୍ରି. — ଦୁଃଖ ଦୂର କରିବା — To lighten a misery
- ଦେ. କ୍ରି. — ଭାର କମାଇବା — To lighten a load
- ଦେ. କ୍ରି. — ରାବଣକୁ ମାରି ରାମ ଉଶ୍ୱାସିଲେ ଲଙ୍କା । —ବିଶ୍ୱନାଥ, ବିଚିତ୍ରରାମାୟଣ।