ଉଲ୍ଲୁଣ୍ଠ Ulluṇṭha

  • ସଂ. ବି. (ଉତ୍+ଲୁଣ୍ଠ ଧାତୁ=ଗଡ଼ିବା+ଭାବ. ଅ) — ଭୂଇଁ ଉପରେ ଗଡ଼ିବା; ଭୂଇଁରେ ଲୋଟିବା — Wallowing; rolling on the ground
  • ସଂ. ବି. (ଉତ୍+ଲୁଣ୍ଠ ଧାତୁ=ଗଡ଼ିବା+ଭାବ. ଅ) — ଥଟ୍ଟା — Joking