ଉଲ୍ଲିଖିତ Ullikhita
- ସଂ. ବିଣ. (ଉତ=ଉପରେ+ଲିଖିତ) — ପୂର୍ବେ କଥିତ; ଉପରୋକ୍ତ — Afore said
- ସଂ. ବିଣ. (ଉତ=ଉପରେ+ଲିଖିତ) — ବର୍ଣ୍ଣିତ — Described
- ସଂ. ବିଣ. (ଉତ=ଉପରେ+ଲିଖିତ) — ସୁସ୍ପଷ୍ଟଭାବରେ ପ୍ରକାଶିତ — Clearly described; depicted
- ସଂ. ବିଣ. (ଉତ=ଉପରେ+ଲିଖିତ) — ଉପରଲିଖିତ; ପୂର୍ବେ ବର୍ଣ୍ଣିତ — Written or described above
- ସଂ. ବିଣ. (ଉତ=ଉପରେ+ଲିଖିତ) — ଉତ୍କ୍ଷିପ୍ତ — Scattered; thrown up
- ସଂ. ବିଣ. (ଉତ=ଉପରେ+ଲିଖିତ) — ଖୋଦାଇ ହୋଇଥିବା; ଉତ୍କୀର୍ଣ୍ଣ — Engraven
- ସଂ. ବିଣ. (ଉତ=ଉପରେ+ଲିଖିତ) — ତଞ୍ଛା ହୋଇଥିବା; ଛେଲା ହୋଇଥିବା; କୁନ୍ଦା ହୋଇ ଥିବା — Pared; scraped
- ସଂ. ବିଣ. (ଉତ=ଉପରେ+ଲିଖିତ) — ଉଦ୍ଧୃତ — Quoted
- ସଂ. ବିଣ. (ଉତ=ଉପରେ+ଲିଖିତ) — ପୃଷ୍ଠଦେଶରେ ଅଙ୍କିତ — Written on the surface, superscribed
- ସଂ. ବିଣ. (ଉତ=ଉପରେ+ଲିଖିତ) — ଚିତ୍ରିତ — Painted; pictured