ଉଲ୍ଲାଘ Ullāgha

  • ସଂ. ବିଣ. ପୁଂ (ଉତ୍+ଲାଘ ଧାତୁ=ପାରଗ ହେବା+କର୍ତ୍ତୃ. ଅ) — — 1 । ପାରଙ୍ଗମ; କାର୍ଯ୍ୟଦକ୍ଷ — 1 ପାରଙ୍ଗମ; କାର୍ଯ୍ୟଦକ୍ଷ
  • ସଂ. ବିଣ. ପୁଂ (ଉତ୍+ଲାଘ ଧାତୁ=ପାରଗ ହେବା+କର୍ତ୍ତୃ. ଅ) — ପବିତ୍ର — Sacred; holy
  • ସଂ. ବିଣ. ପୁଂ (ଉତ୍+ଲାଘ ଧାତୁ=ପାରଗ ହେବା+କର୍ତ୍ତୃ. ଅ) — ରୋଗ ମୁକ୍ତ ହୋଇ କ୍ରମେ କ୍ରମେ ସୁସ୍ଥ ଓ ସବଳ — Convalescent; recovering from sickness