ଉଲ୍ଲାଘନ Ullāghana

  • ସଂ. ବି. (ଉତ୍+ଲାଘ ଧାତୁ+ଅନ) — ରୋଗମୁକ୍ତି — Convalescence
  • ସଂ. ବି. (ଉତ୍+ଲାଘ ଧାତୁ+ଅନ) — ଭାରମୁକ୍ତି — Release from a burden