ଉଲୂକବିଦ୍ୟା Ulūkabidyā

  • ଦେ. ବି. (ଉଲୁକ ବା ପେଚାକୁ ଅନ୍ଧାର ରାତିରେ ଦେଖାଯାଉ ଥିବାରୁ) — କୁହୁକ ବିଦ୍ୟାବିଶେଷ; ଯେଉଁ ବିଦ୍ୟା ସାଧନ କରିଥିବା ବ୍ୟକ୍ତିକୁ ରାତିରେ ବାଟ ଦିଶେ—
  • ଦେ. ବି. (ଉଲୁକ ବା ପେଚାକୁ ଅନ୍ଧାର ରାତିରେ ଦେଖାଯାଉ ଥିବାରୁ) — ଯେବଣ ଉଲୁକବିଦ୍ୟା ବ୍ୟାସ ଦେଇଛନ୍ତି, ସେ ବିଦ୍ୟାର ବଳେ ଦେବୀ ଚଳେ ନିଶାରାତି। —ସାରଳା ମହାଭାରତ, ବିରାଟ।