ଉଲୁସିବା Ulusibā
- ଦେ. କ୍ରି. (ସଂ. ଉଲ୍ଲସନ) — ଆନନ୍ଦୋତ୍ଫୁଲ ହେବା; ଆନନ୍ଦରେ ଫୁଲି ଉଠିବା; ସ୍ଫୀତ ହେବା
- ଦେ. କ୍ରି. (ସଂ. ଉଲ୍ଲସନ) — ଦେହର କୌଣସି ଅଙ୍ଗ ଆନନ୍ଦରେ ସ୍ଫୀତ ହେବା — (any limb) To be elated on account of sudden delight
- ଦେ. କ୍ରି. (ସଂ. ଉଲ୍ଲସନ) — କଟି ଉଲୁସି ଖସିଲା ଦୁକୁଳ। —ପ୍ରତାପ, ଶଶିଶେଣା।
- ଦେ. କ୍ରି. (ସଂ. ଉଲ୍ଲସନ) — (ଦେହ) ରୋମାଞ୍ଚିତ ହେବା; (ଦେହର) ରୋମ ଟାଙ୍କୁରିବା — To be horripilated through joy; to have the hairs of the body stand on ends