ଉଲୁସି ଉଠିବା Ulusi uṭhibā

  • ଦେ. କ୍ରି. (ସଂ. ଉଲ୍ଲସିତ) — ହଠାତ୍ ଉଲ୍ଲସିତ ହେବା — To be suddenly over-joyed
  • ଦେ. କ୍ରି. (ସଂ. ଉଲ୍ଲସିତ) — ହଠାତ୍ ରୋମାଞ୍ଚିତ ହେବା — To be suddenly horripilated
  • ଦେ. କ୍ରି. (ସଂ. ଉଲ୍ଲସିତ) — ହଠାତ୍ ଅତ୍ୟନ୍ତ ଉତ୍ତେଜିତ ହେବା — To be suddenly excited
  • ଦେ. କ୍ରି. (ସଂ. ଉଲ୍ଲସିତ) — ମାୟାକାନ୍ତ ଚୁମ୍ବ ଯୋଗୁଁ ତା କପାଳ ଉଲୁସି ଉଠିଲା କ୍ଷଣେ—ରାଧାନାଥ, ଯଯାତି