ଉଲୁସାଇବା Ulusāibā

  • ଦେ. କ୍ରି. (ସଂ. ଉଲ୍ଲସନ) — ଉଲୁସିବାର ଣିଜନ୍ତରୂପ
  • ଦେ. କ୍ରି. (ସଂ. ଉଲ୍ଲସନ) — ଉଲ୍ଲସିତ କରିବା — To gladden
  • ଦେ. କ୍ରି. (ସଂ. ଉଲ୍ଲସନ) — ଫୁଲାଇବା; ସ୍ଫୀତ କରାଇବା — To cause elation or excitement
  • ଦେ. କ୍ରି. (ସଂ. ଉଲ୍ଲସନ) — ରୋମାଞ୍ଚିତ କରାଇବା — To cause the hairs of the body to stand erect on account of delight