ଉଲୁଗୁଣି Uluguṇi

  • ଦେ. ବିଣ. ସ୍ତ୍ରୀ — ଅନ୍ୟ ବ୍ୟକ୍ତିକୁ ଗଞ୍ଜଣା ବା ଖୁଣ୍ଟୁଣା ଦେବା ଯାହାର ଅଭ୍ୟାସ — Termagant or shrewish (woman)
  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ସବୁବେଳେ ପରକୁ ଖୁଣ୍ଟୁଣା ଦିଏ ବା ଛିଛିକାର କରେ — Vituperative (woman)