ଉଲୁଗୁଣା Uiuguṇā
- ଦେ. ବି. (ସଂ. ଉଲ୍ଲେଖ; ଉପାଲମ୍ଭନ; ଅବଲମ୍ଭନ; ପ୍ରା. ଓଲଂଭନ) — — 1 । ଅନ୍ୟର ଛିଦ୍ରକଥା କହି ତାକୁ ଛିଛିକାର କରିବା ବା ଗାଳି ଦେବା — 1 ଅନ୍ୟର ଛିଦ୍ରକଥା କହି ତାକୁ ଛିଛିକାର କରିବା ବା ଗାଳି ଦେବା
- ଦେ. ବି. (ସଂ. ଉଲ୍ଲେଖ; ଉପାଲମ୍ଭନ; ଅବଲମ୍ଭନ; ପ୍ରା. ଓଲଂଭନ) — କୌଣସି ଲୋକର ଅପ୍ରକାଶ୍ୟ ଦୁର୍ଗୁଣ ବା ଦୁଷ୍କ୍ରିୟା ପ୍ରକାଶ କରି ତାହାକୁ ଗଞ୍ଜିବା — Exposure of fault; vituperation
- ଦେ. ବି. (ସଂ. ଉଲ୍ଲେଖ; ଉପାଲମ୍ଭନ; ଅବଲମ୍ଭନ; ପ୍ରା. ଓଲଂଭନ) — ଗଞ୍ଜନା; ଗଞ୍ଜଣା — Vilification; sneer; banter
- ଦେ. ବି. (ସଂ. ଉଲ୍ଲେଖ; ଉପାଲମ୍ଭନ; ଅବଲମ୍ଭନ; ପ୍ରା. ଓଲଂଭନ) — ଖୁଣ୍ଟୁଣା; ଦୋଷ ବାଛିବା — Finding fault of others
- ଦେ. ବି. (ସଂ. ଉଲ୍ଲେଖ; ଉପାଲମ୍ଭନ; ଅବଲମ୍ଭନ; ପ୍ରା. ଓଲଂଭନ) — ଉଘାଣ (ଦେଖ) — Ughāṇa (See)