ଉଲାସି Ulāsi

  • ଗ୍ରା. ବିଣ. (ସଂ. ଉଲ୍ଲସିତ) — ଉଲ୍ଲସିତ — Exulting; elated
  • ଗ୍ରା. ବିଣ. (ସଂ. ଉଲ୍ଲସିତ) — ପୋଲାଫାଙ୍କିଆ; ସାଂସାରିକଚିନ୍ତାବିରହିତ; ନିଶ୍ଚିନ୍ତ — Free from anxiety or worldly cares