ଉଲାରିବା Ulāribā
- ଦେ. କ୍ରି. (ସକର୍ମକ) (ସଂ. ଆଲୁଳାୟିତ ତୁଳ ପ୍ରା. ଉଲ୍ଲାର) — — 1 । ଘରଚାଳରୁ ଛଣ କାଢ଼ିବା ବା ଓଟାରିବା — 1 ଘରଚାଳରୁ ଛଣ କାଢ଼ିବା ବା ଓଟାରିବା
- ଦେ. କ୍ରି. (ସକର୍ମକ) (ସଂ. ଆଲୁଳାୟିତ ତୁଳ ପ୍ରା. ଉଲ୍ଲାର) — ବାହାର କରିବା; ନିଷ୍କୋଷିତ କରିବା — (ଯଥା—ଖୋଳରୁ ଖଣ୍ଡା ଉଲାରିବା)—. To unsheathe; to pull out
- ଦେ. କ୍ରି. (ସକର୍ମକ) (ସଂ. ଆଲୁଳାୟିତ ତୁଳ ପ୍ରା. ଉଲ୍ଲାର) — (ଯଥା—ଖୋଳରୁ ଖଣ୍ଡା ଉଲାରିବା)