ଉଲାଗି କରିବା Ulāgikaribā

  • ଦେ. କ୍ରି. — ଦେହରୁ ବସ୍ତ୍ର, ମାଳ, ବେଶ ଆଦି କାଢ଼ିବା ବା ଉତାରିବା — To put off or take off dress or ornaments
  • ଦେ. କ୍ରି. — ଦାଢ଼ୀ ନଖାନ୍ତ ପକାଇ ତ୍ରିମୁଣ୍ଡି ଜଟା ଫେରାଇ ତିନିଗ୍ରତ କରନ୍ତି ଉଲାଗି । —ବିଶ୍ୱନାଥ, ବିଚିତ୍ର ରାମାୟଣ
  • ଦେ. କ୍ରି. — 2 ବନ୍ଧନମୁକ୍ତ କରିବା — 2ବନ୍ଧନମୁକ୍ତ କରିବା
  • ଦେ. କ୍ରି. — କବାଟ ଉଲାଗି କଲେ ନୀଳାଦ୍ରିପୁରେ। —ଦୀନକୃଷ୍ଣ, ରସକଲ୍ଲୋଳ।
  • ଦେ. କ୍ରି. — ମୋଚନ ବା ମୁକ୍ତ କରିବା — To liberate or set free
  • ଦେ. କ୍ରି. — ତ୍ୟାଗ କରିବା; ଛାଡ଼ିବା — To give up; to abandon
  • ଦେ. କ୍ରି. — ରବି ଉଦେ ନୋହୁ ତୁହି ଉଲାଗିବୁ ଶଯ୍ୟା। —ପୀତାମ୍ବର, ନୃସିଂହପୁରାଣ।