ଉଲାଖି Ulākhi
- ଗ୍ରା. ବିଣ. (ସଂ. ଉପଲକ୍ଷ) — ତୁଳନୀୟ — Comparable
- ଗ୍ରା. ବିଣ. (ସଂ. ଉପଲକ୍ଷ) — ଉପଯୁକ୍ତ; ଲାଖି — Suitable; becoming; befitting
- ଗ୍ରା. ବିଣ. (ସଂ. ଉପଲକ୍ଷ) — ଯୋଗ୍ୟ — Fit to be compared (with another thing.)
- ଗ୍ରା. ବିଣ. (ସଂ. ଉପଲକ୍ଷ) — ସମକକ୍ଷ — Similar
- ଗ୍ରା. ବିଣ. (ସଂ. ଉପଲକ୍ଷ) — ସମୁଚିତ — Proper