ଉଲାଖ ଦେବା Ulākha debā
- ଦେ. କ୍ରି. (ସଂ. ଉଲ୍ଲେଖ ବା ଉପଲକ୍ଷ) — ପ୍ରମାଣ ସ୍ୱରୂପ ଦର୍ଶାଇବା — To cite as proof or authority
- ଦେ. କ୍ରି. (ସଂ. ଉଲ୍ଲେଖ ବା ଉପଲକ୍ଷ) — କଥା କଥାକେ ତାଙ୍କର ଗୋଟିଏ ଢଗ ଢମାଳି, ଗୀତ, ଖନାବଚନ, ଶ୍ଲୋକ ଉଲାଖ ଦେବାର ଅଭ୍ୟାସ ଥିଲା। —ଉତ୍କଳ ସାହିତ୍ୟ।
- ଦେ. କ୍ରି. (ସଂ. ଉଲ୍ଲେଖ ବା ଉପଲକ୍ଷ) — କୌଣସି ବ୍ୟକ୍ତିଙ୍କୁ ଉପଲକ୍ଷ ଦେବା — To refer to a person
- ଦେ. କ୍ରି. (ସଂ. ଉଲ୍ଲେଖ ବା ଉପଲକ୍ଷ) — ଦୁଇ ବସ୍ତୁର ଯୋଗ୍ୟତା ତୁଳନା କରିବା ବା କଛିବା — To compare two things
- ଦେ. କ୍ରି. (ସଂ. ଉଲ୍ଲେଖ ବା ଉପଲକ୍ଷ) — ଉଦାହରଣ ବା ନିଦର୍ଶନ ଦେଖାଇବା — To cite an example