ଉଲଟାଗଧଚଢ଼ା Ulaṭāgadhachaṟḍ̠ẖā

  • ଦେ. ବି — ଗଧ ମୁହଁଆଡ଼କୁ ଚଢ଼ାଳିର ମୁହଁ କରି ଗଧ ଉପରେ ନ ଚଢ଼ି ଚଢ଼ାଳିର ପିଠି ଗଧର ମୁହଁ ଆଡ଼କୁ ବୁଲାଇ ଗଧ ଉପରେ ଚଢ଼ିବା — Riding on an ass facing its tail
  • ଦେ. ବି — ମରହଟ୍ଟାଅମଳରେ ପ୍ରଚଳିତ ରାଜଦଣ୍ଡବିଶେଷ (ଏଥିରେ ଅପରାଧିର ମୁହଁକୁ ଗଧ ଲାଞ୍ଜ ଆଡ଼କୁ ରଖି ଗଧ ପିଠିରେ ବସାଇ ଦିଆଯାଏ ଓ ଗଧ ପଛରେ ଘଣ୍ଟ ମାଦଳ ବଜାଇ ନଗରର ସାହି ସାହି ବୁଲାଇ ଅଣାଯାଏ) — A punishment formerly inflicted by the Marahaṭṭās on a criminal by making him ride an ass facing its tail
  • ଦେ. ବିଣ — ଯେଉଁ ବ୍ୟକ୍ତି ଓଲଟାଗଧଚଢ଼ା ରୂପ ରାଜଦଣ୍ଡରେ ଦଣ୍ଡିତ ହୋଇଥାଏ — (A person) who has undergone the punishment of being made to ride an ass facing its tail