ଉଲଟରମ୍ଭା Ulaṭarambhā

  • ଦେ. ବି — ମୂଳପାଖ ଉପରକୁ ଓ ଅଗଆଡ଼ ତଳକୁ ରଖାଯିବା କଦଳି ଘୋଡ଼ା
  • ଦେ. ବି — ଉରୁ ଯୁଗଳ ଶୋଭା ଠାଣି. ଉଲଟ ରମ୍ଭାକୁ ସେ ଜିଣି । —ଜଗନ୍ନାଥ, ଭାଗବତ ।