ଉର୍ବୀଧର Urbīdhara

  • ସଂ. ବି (ଉର୍ବୀ=ପୃଥିବୀ+ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — —ପର୍ବତ — Mountain
  • ସଂ. ବି (ଉର୍ବୀ=ପୃଥିବୀ+ଧୃ ଧାତୁ=ଧରିବା+କର୍ତ୍ତୃ. ଅ) — [ଦ୍ର —ଯେତେବେଳେ ବ୍ରହ୍ମା ପ୍ରଥମେ ପୃଥିବୀକୁ ସୃଷ୍ଟି କଲେ ସେତେବେଳେ ପୃଥିବୀ ସମୁଦ୍ର ଉପରେ ଭାସମାନ ଅବସ୍ଥାରେ ଟଳ ଟଳ ହେଲା; ତେଣୁ ପୃଥିବୀକୁ ସ୍ଥିର ରଖିବା ପାଇଁ ବ୍ରହ୍ମା ଖୁଣ୍ଟରୁପେ ପର୍ବତ ସୃଷ୍ଟି କରିଥିଲେ। କାଠ ପଟାଳିକୁ ଖୁଣ୍ଟ ପୋତି ଯେପରି ପାଣି ଉପରେ ସ୍ଥିର ରଖାଯାଏ ଏହା ସେହିପରି ହୋଇଥିଲା, ତେଣୁ ପର୍ବତମାନଙ୍କୁ ଉର୍ବୀଧର, ଭୂଧର ଇତ୍ୟାଦି କୁହାଯାଏ।]