ଉର୍ଣ୍ଣା Urṇṇā

  • ସଂ. ବି. ସ୍ତ୍ରୀ. (ଉର୍ଣ୍ଣ ଧାତୁ=ଆଚ୍ଛାଦନ କରିବା+କରଣ; ଅ ସ୍ତ୍ରୀ. ଆ) — — 1 । ବୁଢିଆଣୀ ସୂତା — 1 ବୁଢିଆଣୀ ସୂତା—1. Spider's thread; cobweb
  • ସଂ. ବି. ସ୍ତ୍ରୀ. (ଉର୍ଣ୍ଣ ଧାତୁ=ଆଚ୍ଛାଦନ କରିବା+କରଣ; ଅ ସ୍ତ୍ରୀ. ଆ) — ପଶମ; ମେଷାଦି ପଶୁଙ୍କର ଲୋମ — Wool; fur of animals
  • ସଂ. ବି. ସ୍ତ୍ରୀ. (ଉର୍ଣ୍ଣ ଧାତୁ=ଆଚ୍ଛାଦନ କରିବା+କରଣ; ଅ ସ୍ତ୍ରୀ. ଆ) — ମହାପୁରୁଷମାନଙ୍କର ଲଲାଟରେ ଦେଖାଯିବା ଲୋମ ବିଶିଷ୍ଟ ଚିହ୍ନବିଶେଷ — A furred sign found on the brows of great men