ଉରୋଗାମୀ Urogāmī

  • ସଂ. ବିଣ. ପୁଂ (ଉରସ୍=ଛାତି+ଗମ୍ ଧାତୁ=ଯିବା+କର୍ତ୍ତୃ ଇନ୍; 1 ମା 1 ବ.) — —ଯେ ଛାତିରେ ଭରା ଦେଇ ଚାଲେ (ଯଥା —ସାପ, ପୋକ, ଜୋକ)